Avatar 3: ଅବତାର ୩'ର ଟ୍ରେଲର ରିଲିଜ୍ , ସୋସିଆଲ ମିଡିଆରେ ଚହଳ

ଟ୍ରେଲରରେ ଅଭିନେତ୍ରୀ ଉନା ଚାପଲିନଙ୍କର ମଧ୍ୟ ଏକ ଝଲକ ଦେଖାଯାଇଛି। ନିକଟରେ ‘ଅବତାର’ର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ଉନା ଚାପଲିନ ଏଥିରେ ଖଳନାୟକର ଭୂମିକାରେ ନଜର ଆସିବେ।

Avatar 3: ଅବତାର ୩'ର ଟ୍ରେଲର ରିଲିଜ୍ , ସୋସିଆଲ ମିଡିଆରେ ଚହଳ
Array