Axiom-4 Mission: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ

ମହାକାଶ ଗବେଷଣା ‍କ୍ଷେତ୍ରରେ ଇତିହାସ ରଚିଲା ଭାରତ । ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ ଶୁକ୍ଲା । ଆକ୍ସିଅମ-୪ ମିଶନ ସଫଳତାର ସହ ସଫ୍ଟ ଡକିଂ ଶେଷ କରିଛି ।

Axiom-4 Mission: ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ସ୍ପେଶ୍ ସେଣ୍ଟରରେ ପହଞ୍ଚିଲେ ଶୁଭାଂଶୁ
Array