Badri Patra Target Sasmit Patra: ସସ୍ମିତ ପାତ୍ରଙ୍କୁ ଟାର୍ଗେଟ କଲେ ବଦ୍ରି; କହିଲେ, ସେ ଏତେ ବଡ଼ ସାହସ କଲେ କେମିତି ?
ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତି ପରିବର୍ତ୍ତନ କରିପାରିବେ । ଦଳର ମର୍ଯ୍ୟାଦା ଉପରେ ଏହା ଆଞ୍ଚ ଆଣିଛି । ଏ ବାବଦରେ ନବୀନ ବାବୁ ଜାଣିବା ପରେ ସତ୍ୟାସତ୍ୟ ସଂଗ୍ରହ କରୁଛନ୍ତି ।