Ban on Social Media: ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା, ନ ମାନିଲେ ସରକାର ଦେବେ ଏମିତି ଦଣ୍ଡ

ଭାରତରେ ଟିକଟକ ପରି ସୋସିଆଲ ପ୍ଲାଟଫର୍ମକୁ ବ୍ୟାନ କରାଯାଇଥିବା ବେଳେ ବିଶ୍ବରେ ଅନେକ ରାଷ୍ଟ୍ର ରହିଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରିଛନ୍ତି।

Ban on Social Media: ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା, ନ ମାନିଲେ ସରକାର ଦେବେ ଏମିତି ଦଣ୍ଡ
Array