Bangladeshi Intruders in Odisha Coastal Districts: ଆକ୍ସନ ମୋଡରେ ରାଜ୍ୟ ସରକାର, ବାଂଲା ଅନୁପ୍ରବେଶକାରୀଙ୍କୁ ତଡ଼ିବାକୁ ତୟାରି
ଓଡ଼ିଶାରୁ ମୂଳପୋଛ ହେବେ ବାଂଲା ଅନୁପ୍ରବେଶକାରୀ। ଆକ୍ସନ ମୋଡ୍ ରେ ରାଜ୍ୟ ସରକାର। ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସୁରକ୍ଷା ସହିତ ବଢ଼ାଗଲା ପାଟ୍ରୋଲିଂ। ସାରା ରାଜ୍ୟ ରେ ଆରମ୍ଭ ହୋଇଛି ବାଂଲାଦେଶୀ ନାଗରିକ ଚିହ୍ନଟ ପ୍ରକ୍ରିୟା। ଆଇନ୍ ମନ୍ତ୍ରୀ କହିଛନ୍ତି, କୌଣସି ଅଣଭାରତୀୟ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ।