Bangladeshi Nationals Detained: ପାରାଦୀପରେ ୪ ବାଂଲାଦେଶୀ ଅଟକ; ମିଳିଲାନି ପରିଚୟ ପତ୍ର…

ପାରାଦୀପ ଲକ ଥାନା ପୋଲିସ ପକ୍ଷରୁ ଚଢାଉ କରି ୪ଜଣ ବାଂଲାଦେଶୀ ନାଗରିକଙ୍କୁ ଅଟକ ରଖିବା ସହ ପଚରାଉଚରା କରାଯାଉଛି।

Array