Banking Services: ୨୪ ଓ ୨୫ରେ ବ୍ୟାଙ୍କ୍‌ ଧର୍ମଘଟ;  ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ମାର୍ଚ୍ଚ ୨୪ ଓ ୨୫ରେ ଦୁଇ ଦିନିଆ ବ୍ୟାଙ୍କ୍‌ ଧର୍ମଘଟ । ୯ ଦଫା ଦାବିରେ UFBU ପକ୍ଷରୁ ଧର୍ମଘଟ ଡାକରା । ୬ ହଜାର ବ୍ୟାଙ୍କ ଶାଖାର ୩୭ ହଜାର କର୍ମଚାରୀ ସାମିଲ୍‌ ହେବେ । 

Banking Services: ୨୪ ଓ ୨୫ରେ ବ୍ୟାଙ୍କ୍‌ ଧର୍ମଘଟ;  ଲଗାତାର ୪ ଦିନ ବନ୍ଦ ରହିବ ବ୍ୟାଙ୍କ୍‌
Array