Bargarh Police Bust Bike Theft Syndicate; 8 Arrested, 23 Stolen Motorcycles Recovered
#ବରଗଡ଼ରେ_ବାଇକ୍_ଚୋରି_ଗ୍ୟାଙ୍ଗ ରାଜ୍ୟ ତଥା ରାଜ୍ୟ ବାହାରୁ ଚୋରି କରୁଥିଲେ ଆଉ ବରଗଡ଼ରେ ଚଳାଇଥିଲେ ବେପାର l ଏଭଳି ଏକ ବାଇକ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଟାଉନ୍ ଥାନା ପୋଲିସ l 23 ଟି ବାଇକ ସହିତ ଆଠ ଜଣଙ୍କୁ ଗିରଫ କରିଛି ପୋଲିସ
#ବରଗଡ଼ରେ_ବାଇକ୍_ଚୋରି_ଗ୍ୟାଙ୍ଗ
ରାଜ୍ୟ ତଥା ରାଜ୍ୟ ବାହାରୁ ଚୋରି କରୁଥିଲେ ଆଉ ବରଗଡ଼ରେ ଚଳାଇଥିଲେ ବେପାର l ଏଭଳି ଏକ ବାଇକ ଚୋରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଟାଉନ୍ ଥାନା ପୋଲିସ l 23 ଟି ବାଇକ ସହିତ ଆଠ ଜଣଙ୍କୁ ଗିରଫ କରିଛି ପୋଲିସ