Be Happy Screening: ବି ହାପିର ସ୍କ୍ରିନିଙ୍ଗରେ ମଲାଇକା, ଧନଶ୍ରୀ

ଜଣେ ସିଙ୍ଗଲ ଫାଦର ଓ ଝିଅର କାହାଣୀକୁ ନେଇ ତିଆରି ହୋଇଛି ଅଭିଷେକ ବଚ୍ଚନଙ୍କ ବି ହାପି। ରେମୋ ଡି ସୌଜାଙ୍କ ଫିଲ୍ମ ମାର୍ଚ୍ଚ ୧୪ ତାରିଖରେ ଥିଏଟରରେ ରିଲିଜ ହେବାକୁ ଥିବା ବେଳେ ଏହାର ସ୍କ୍ରିନିଙ୍ଗରେ ବଲିଉଡର ଏକାଧିକ ଅଭିନେତା ଅଭିନେତ୍ରୀ ଯୋଗ ଦେଇଛନ୍ତି।

Be Happy Screening: ବି ହାପିର ସ୍କ୍ରିନିଙ୍ଗରେ ମଲାଇକା, ଧନଶ୍ରୀ
Array