Bengaluru Stampede: ଦଳାଚକଟା ପାଇଁ ବଳି ପଡିଲେ ରାଜନୈତିକ ସଚିବ, ଏହାପରେ କିଏ ?

ପ୍ରତିକ୍ରିୟା ଦେବାର ଠିକ୍ ଦିନକ ପରେ ତାଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସରକାର । ସେ ଗଣମାଧ୍ୟମକୁ କହିଥିଲେ ଯେ, ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଖେଳାଳିମାନେ ବିମାନବନ୍ଦରରୁ ବିଧାନ ସୌଧ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରା କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇନଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସେ ଖଣ୍ଡନ କରିଥିଲେ । ତାଙ୍କ ସଂପର୍କରେ ପ୍ରକାଶିତ ରିପୋର୍ଟକୁ ସେ ଭିତ୍ତିହୀନ ବୋଲି କହିଥିଲେ ।

Bengaluru Stampede: ଦଳାଚକଟା ପାଇଁ ବଳି ପଡିଲେ ରାଜନୈତିକ ସଚିବ, ଏହାପରେ କିଏ ?
Array