Bengaluru Stampede: ପୁଅ କବରକୁ ଜାବୁଡି ଧରିଛି ବାପା, ଧନରେ ତୁ ଫେରି ଆ...
ପୁଅର କବର ସାମ୍ନାରେ ଛାତି ପିଟି କାନ୍ଦୁଛନ୍ତି ବାପା । ଆଖି ଆଗରେ ଚାଲିଛିଯାଇଛି ଘରର କୁଳନନ୍ଦନଙ୍କ ଜୀବନ। ବଢ଼ିଲା ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ବାପା। ପୁଅକୁ କବର ଦେବା ପରେ ବି ତାକୁ ଛାଡି ପାରୁନାହାନ୍ତି କି ତା ବିନା ରହିପାରୁ ନାହାନ୍ତି ।