Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର

ରାଜଧାନୀ ଭୁବନେଶ୍ବରରେ ବଡ ଧରଣର ପୋଲିସ ଏନକାଉଣ୍ଟରରେ । ATM ଲୁଟ୍‌ ବେଳେ କୁଖ୍ୟାତ ଆନ୍ତଃରାଜ୍ୟ ଲୁଟେରାକୁ ଏନ୍‌କାଉଣ୍ଟର କଲା ପୋଲିସ । ପୋଲିସ ଗୁଳିରେ ବିହାରୀ ଲୁଟେରା ଦୀପକ କୁମାର ଗୁରୁତର ।

Bhubaneswar Encounter: ରାତି ଅଧରେ ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ATM ଲୁଟେରା ଗୁରୁତର
Array