Bhubaneswar Food Vlogger Death: ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ୍ । ମୃତ୍ୟୁର କାରଣ ଏବେ ଯାଏଁ ଜଣାପଡ଼ିନି । ଏକ ଘରୋଇ କମ୍ପାନୀରେ ସଂପୃକ୍ତ ଯୁବତୀ କାମ କରୁଥିଲେ ।

Bhubaneswar Food Vlogger Death: ରାଜଧାନୀରେ ଚାଞ୍ଚଲ୍ୟ, ହଷ୍ଟେଲରୁ ଫୁଡ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର
Array