Bhubaneswar Kidnapping: ଭୁବନେଶ୍ୱରରୁ କିଡନାପ୍ ଖୋର୍ଦ୍ଧାରୁ ରେସ୍କ୍ୟୁ, ଟ୍ୟୁସନ୍ ସାର୍ ରଚିଥିଲେ ଅପହରଣ ଷଡ଼ଯନ୍ତ୍ର
ଘଣ୍ଟାର ନନଷ୍ଟପ୍ ଅପରେସନ୍ । ଚାରି ଚାରିଟି ଟିମର ଛାନଭିନ୍ । ଶେଷରେ ମିଳିଲା ଅପହୃତ ନାବାଳକ ପ୍ରତ୍ୟୁଷର ପତ୍ତା । ଭୁବନେଶ୍ବର ଏୟାରଫିଲ୍ଡ ଥାନା ପାଞ୍ଚଗାଁରୁ କିଏ ଏବଂ କେମିତି କରିଥିଲା କିଡ୍ନାପ୍, ପୋଲିସ ସହ ପ୍ରେସମିଟରେ ଖୋଲିଲା ସବୁ ଗୁମର । ଅପହରଣର ୭ ଘଣ୍ଟା ପରେ ପୋଲିସ ଦ୍ବାରା ଉଦ୍ଧାର ପାଇଛି ୮ ବର୍ଷିୟ ନାବାଳକ ।