Bhubaneswar Murder Case: ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲା: ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ

ଘଞ୍ଚ ଜଙ୍ଗଲରେ ହତ୍ୟାକାଣ୍ଡର ଡେମୋ ଦେଖାଉଛି ଅଭିଯୁକ୍ତ । ଗତ ଏପ୍ରିଲ ୧୧ରେ ଏଇଠି ଗଡିଥିଲା ମୁଣ୍ଡ । ବିଲଡର ସସ୍ମିତ ବିଶ୍ବାଳଙ୍କୁ ପିଟି ପିଟି ହତ୍ୟା କରିଥିଲେ ଦୁର୍ବୃତ୍ତ । ଆଉ ଏ ହେଉଛି ସେହି ମୁଖ୍ୟ ଅଭିଯୁକ୍ତ ଦେବଦତ୍ତ ପରିଡା। ଯିଏ ହତ୍ୟାକାଣ୍ଡ ପରେ ଫେରାର ମାରିଥିଲା।

Bhubaneswar Murder Case: ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲା: ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ
Array