Bhubaneswar Underground Metro: ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍

ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ। ବଦଳିବ ଭୁବନେଶ୍ବର ମେଟ୍ରୋ ରୂପରେଖ। ମାଟି ଉପରେ ନୁହେଁ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍। ରୁଟ୍ ବି ବଦଳିବ। ନିର୍ମାଣ ହେବ ଭୂତଳ ମେଟ୍ରୋ ପ୍ରକଳ୍ପ। ଭୁବନେଶ୍ବରରେ ଇଣ୍ଡିଆନ ବିଲ୍ଡିଂସ୍ କଂଗ୍ରେସ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

Bhubaneswar Underground Metro: ଅକ୍ଷତ ରହିବ ରାଜଧାନୀର ସୌନ୍ଦର୍ଯ୍ୟ, ମାଟି ତଳେ ଦୌଡ଼ିବ ମେଟ୍ରୋ ଟ୍ରେନ୍
Array