Tree Transplantation: ରାସ୍ତା ସଂପ୍ରସାରଣ ପାଇଁ ଗଛ ବଳି

ପୁରୀ ତାଳବଣିଆ ଅଞ୍ଚଳରେ ରାସ୍ତା ସଂପ୍ରସାରଣ ପାଇଁ କଟାଯିବ ଗଛ । ପୂର୍ତ୍ତ ବିଭାଗ ପକ୍ଷରୁ ୭୨ଟି ବିରାଟ ଗଛ ଚିହ୍ନଟ ହୋଇଛି । ପ୍ରଶ୍ନ ଉଠାଇଲେ ପ୍ରକୃତି ବନ୍ଧୁ ଓ ସାମାଜିକ କର୍ମୀ । ବିକଳ୍ପ ଯୋଜନାରେ ଗଛ ସ୍ଥାନାନ୍ତରିତ କରିବାକୁ ଦାବି ।

Tree Transplantation: ରାସ୍ତା ସଂପ୍ରସାରଣ ପାଇଁ ଗଛ ବଳି
Array