Big News : ପଢ଼ନ୍ତୁ ଆଜିର ବଡ଼ ଖବର

ବାଲେଶ୍ବର ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ହେବ କହିଲେ ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ ସୂଚନା ଦେଲେ । ଉଚ୍ଚ ଶିକ୍ଷା ବିଭାଗ ପଦକ୍ଷେପ ନେଇ ସାରିଛି, ତଦନ୍ତ ଆରମ୍ଭ ହୋଇଛି ।

Big News : ପଢ଼ନ୍ତୁ ଆଜିର ବଡ଼ ଖବର
Array