Bipin Rawat Chopper Crash: କେମିତି ହୋଇଥିଲା CDS ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍, ସାମ୍ନାକୁ ଆସିଲା ରିପୋର୍ଟ...
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ୧୩ ତମ ପ୍ରତିରକ୍ଷା ଯୋଜନା ଅବଧି ମଧ୍ୟରେ ଭାରତୀୟ ବାୟୁସେନା ବିମାନ ସହିତ କେତେ ଥର ଦୁର୍ଘଟଣା ହୋଇଛି ସେ ସମ୍ପର୍କରେ ତଥ୍ୟ ରଖାଯାଇଥିଲା ।