Biswanath Pandit Central Library: ସମୟ ଗଡ଼ୁଛି, ସରିପାରୁନି ଲାଇବ୍ରେରୀ ନିର୍ମାଣ; ବଢୁଛି ଅସନ୍ତୋଷ...
କେବେ ସ୍ଥାୟୀ ଠିକଣା ପାଇବ କଟକ ବିଶ୍ବନାଥ ପାଠାଗାର ? ସମୟ ଗଡ଼ୁଛି, ହେଲେ ସରିପାରୁନି ଲାଇବ୍ରେରୀ ନିର୍ମାଣ । ନେତାଜୀ ବସ୍ ଟର୍ମିନାଲ୍ ପାଇଁ ବଳିପଡ଼ିଲା କଟକର ଅନ୍ୟତମ ଗୌରବମୟ ଅଧ୍ୟାୟ ପଣ୍ଡିତ ବିଶ୍ବନାଥ ପାଠାଗାର।