Special Story: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର

ପ୍ରସୁନ ଓ ତାଙ୍କ ପରିବାରର ଲେଦର ବ୍ୟବସାୟ ଥିଲା । ପ୍ରସୁନଙ୍କ ବାପା ଜଣେ ସଫଳ ବ୍ୟବସାୟୀ ଥିଲେ । ହେଲେ ବସି ଖାଇଲେ ନଈ ବାଲି ସରିବା ଭଳି ପ୍ରସୁନ ଏବଂ ତାଙ୍କ ଭାଇ ପ୍ରଣୟ ସବୁ ପୁଞ୍ଜି ଖର୍ଚ୍ଚ କରି ଚାଲିଥିଲେ ।

Special Story: କୋଲକାତା ଟ୍ରିପଲ୍ ମର୍ଡର୍ କେସର ପର୍ଦ୍ଦାଫାସ, ହତ୍ୟାକାରୀ ନିଜ ପରିବାରର
Array