ଶ୍ରୀକ୍ଷେତ୍ରରେ ପହଞ୍ଚିବା ଆଗରୁ ବାଟ ଓଗାରିଲା ଦୁର୍ଘଟଣା

ଶ୍ରୀକ୍ଷେତ୍ରରେ ପହଞ୍ଚିବା ଆଗରୁ ବାଟ ଓଗାରିଲା ଦୁର୍ଘଟଣା। ପିପିଲି ଉତ୍ତରା ନିକଟରେ ଓଲଟିପଡ଼ିଲା ବାଂଲାଦେଶରୁ ଆସିଥିବା ତୀର୍ଥଯାତ୍ରୀ ବସ୍। ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଥିବାବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।

ଶ୍ରୀକ୍ଷେତ୍ରରେ ପହଞ୍ଚିବା ଆଗରୁ ବାଟ ଓଗାରିଲା ଦୁର୍ଘଟଣା
Array