ଗରମ ଡ଼ାଲି ପଡ଼ି ଛାତ୍ରାବାସର ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

ଗୁଣୁପୁର ୧୨।୯: ଗରମ ଡ଼ାଲି ପଡ଼ି ଛାତ୍ର ଆହତ । ପଦ୍ମପୁର ବ୍ଲକ ଡେରିଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ଛାତ୍ର ଜଣଙ୍କ ହେଉଛନ୍ତି ମାନସ ଶବର । ତାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ଡେରିଗାଁ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ମାନସ ଶବରଙ୍କ ଉପରେ ବୁଧବାର ରାତି ୮ଟା ସମୟରେ ଗରମ ଡ଼ାଲି ପଡ଼ିଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଆହତ ଛାତ୍ରଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ଛାତ୍ରଙ୍କୁ ରାୟଗଡ଼ା ମେଡିକାଲ ବର୍ଣ୍ଣ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିବା ପଦ୍ମପୁର ଡାକ୍ତରଖାନା ପକ୍ଷରୁ ଜଣାପଡିଛି ।You Can Read:ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ଛାଉଣୀ ହେବ ରାଜଧାନୀ, ସୁରକ୍ଷା ଦାୟିତ୍ବରେ ରହିବେ ଏସିପି ଏବଂ ଆଇଆଇସି 

ଗରମ ଡ଼ାଲି ପଡ଼ି ଛାତ୍ରାବାସର ଛାତ୍ର ଆହତ, ମେଡିକାଲରେ ଭର୍ତ୍ତି

ଗୁଣୁପୁର ୧୨।୯: ଗରମ ଡ଼ାଲି ପଡ଼ି ଛାତ୍ର ଆହତ । ପଦ୍ମପୁର ବ୍ଲକ ଡେରିଗାଁ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତ ଛାତ୍ର ଜଣଙ୍କ ହେଉଛନ୍ତି ମାନସ ଶବର । ତାଙ୍କ ବୟସ ୧୧ ବର୍ଷ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ଡେରିଗାଁ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ର ମାନସ ଶବରଙ୍କ ଉପରେ ବୁଧବାର ରାତି ୮ଟା ସମୟରେ ଗରମ ଡ଼ାଲି ପଡ଼ିଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଆହତ ଛାତ୍ରଙ୍କୁ ପଦ୍ମପୁର ମେଡିକାଲରେ ଭର୍ତ୍ତି କରିଥିଲେ । ଅଧିକ ଚିକିତ୍ସା ପାଇଁ ଛାତ୍ରଙ୍କୁ ରାୟଗଡ଼ା ମେଡିକାଲ ବର୍ଣ୍ଣ ୟୁନିଟ୍‌କୁ ସ୍ଥାନାନ୍ତର କରାଯାଇଥିବା ପଦ୍ମପୁର ଡାକ୍ତରଖାନା ପକ୍ଷରୁ ଜଣାପଡିଛି ।

You Can Read:

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ପୋଲିସ ଛାଉଣୀ ହେବ ରାଜଧାନୀ, ସୁରକ୍ଷା ଦାୟିତ୍ବରେ ରହିବେ ଏସିପି ଏବଂ ଆଇଆଇସି