Shreyas iyer slapped with fine: ପଞ୍ଜାବକୁ ଫାଇନାଲରେ ପହଞ୍ଚାଇଲେ ଆୟର, ହେଲେ BCCI ଦେଲା ଏମିତି ଦଣ୍ଡ...
ରବିବାର ଅନୁଷ୍ଠିତ କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ପରାସ୍ତ କରି ପଞ୍ଜାବ କିଙ୍ଗ୍ସକୁ ଫାଇନାଲରେ ପହଞ୍ଚାଇଥିଲେ। ଦୀର୍ଘ ୧୧ ବର୍ଷ ପରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି। ତେବେ ଆୟରଙ୍କ ଏଭଳି ବିରଳ ସଫଳତା ସତ୍ତ୍ବେ ବିସିସିଆଇ ପକ୍ଷରୁ ଆୟରଙ୍କୁ ଦଣ୍ଡିତ କରାଯାଇଛି।