BJD Corporator Arrested: ବିଜେଡି କର୍ପୋରେଟର ଅମରେଶ ଜେନା ଗିରଫ, ଦଳରୁ ସସପେଣ୍ଡ
ଭୁବନେଶ୍ୱରର ବିଜେଡି କର୍ପୋରେଟର୍ ଅମରେଶ ଜେନା ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି । । ବାଲେଶ୍ବର ନୀଳଗିରିରୁ ତାଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଏହା ପରେ ତାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ପୂର୍ବରୁ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।