Lingayat Community: ଅଭିନବ ପ୍ରତିବାଦରେ ଶବ ରହିଲା ଅଫିସ ଆଗରେ, ନାକେଦମ୍ ହେଲେ ଅଫିସର୍

ସେମାନଙ୍କ ସଂପ୍ରଦାୟର ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ କୌଣସି ଶ୍ମଶାନ ନାହିଁ। ସରକାରଙ୍କୁ ବାରମ୍ୱାର କହିବା ପରେ ମଧ୍ୟ କେହି ଶୁଣୁନାହାନ୍ତି । ତେଣୁ ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ଏବଂ ସେମାନଙ୍କ ଦାବିକୁ ଜୋରଦାର କରିବା ପାଇଁ ସେମାନେ ଏକ ମୃତଦେହକୁ ପୌର ପରିଷଦ ଅଫିସକୁ ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Lingayat Community: ଅଭିନବ ପ୍ରତିବାଦରେ ଶବ ରହିଲା ଅଫିସ ଆଗରେ, ନାକେଦମ୍ ହେଲେ ଅଫିସର୍
Array