BJD Internal Affairs: ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ

ଆମେ ବ୍ୟକ୍ତିଗତ ଭାବେ କେଉଁଠି ଚାକିରି କରିଛୁ ନା କ'ଣ ? ପାର୍ଟି ବିଶ୍ୱାସରେ ଚାଲିଛି । କେହି କାହାକୁ ନାଲିଆଖି ଦେଖାଇପାରିବେନି । ଯେଉଁଦିନ ବିଶ୍ୱାସ ତୁଟିଯିବ, ପାର୍ଟି ଚାଲିଯିବ । ପାଣ୍ଡିଆନ ନିଜ ଆଡୁ କହିଦେଲେ ଦଳର ଆଉ କ୍ଷତି ହୁଅନ୍ତା ନାହିଁ ବୋଲି କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ ।

BJD Internal Affairs: ଆମେ ହୋଟେଲରେ ବସିବୁ, କେହି ନାଲିଆଖି ଦେଖାଇ ପାରିବେନି, କହିଲେ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ
Array