BJD is Incapable of Making Decisions: ‘ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି’

ଚେନ୍ନାଇରେ ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବିରୋଧୀ ଗୋଷ୍ଠୀଙ୍କ ମେଳି। ଏଥିରେ ଯୋଗ ଦେଇ ପ୍ରଥମ ଥର ପାଇଁ ବିଜେପି ବିରୋଧରେ ଷ୍ଟାଣ୍ଡ ରଖିଲା ବିଜେଡି। ନବୀନ ଦେଲେ ବିରୋଧୀ ବିବୃତ୍ତି।

BJD is Incapable of Making Decisions: ‘ନବୀନ ନଈ ନ ଦେଖୁଣୁ ଲଙ୍ଗଳା ହେଉଛନ୍ତି’
Array