Mahabharat Story: ନିଜ ଦେହର ମାଂସ କାଟି ଅନ୍ୟକୁ ଦାନ ଦେଉଥିବା ରାଜା ଓ ଅଷ୍ଟାବକ୍ର ଋଷି ପୁତ୍ରଙ୍କ କାହାଣୀ
କାହିଁକି ନିଜ ଦେହର ମାଂସ କାଟି ନିକିତିରେ ତଉଲୁଥିଲେ ରାଜା ? କୋଉ ଦେବତା ଆସିଥିଲେ ଚଢ଼େଇ ବେଶରେ ? ମା ପେଟରେ ଥିବା ଶିଶୁପୁତ୍ରକୁ କାହିଁକି ଆଠ ବାଙ୍କ ହେବାକୁ ଅଭିଶାପ ଦେଲେ ତା'ର ବାପ ? ସେଇ ବାପର ମୃତ୍ୟୁର ପ୍ରତିଶୋଧ ନେବାକୁ ବାଳକ ପୁତ୍ର ପୁଣି କୁଆଡେ ଯାଇଥିଲେ ? ଏଇ ସମସ୍ତ ପ୍ରଶ୍ନର ଉତ୍ତର ପାଇଁ ପଢ଼ନ୍ତୁ ମହାଭାରତର ଆଜିର ଅଧ୍ୟାୟ ।