BJD Politics: ବିଜେଡିକୁ କିଏ କରୁଛି ହାଇଜାକ୍‌ ? ଭାଙ୍ଗିଗଲା ନବୀନଙ୍କ ନିଦ

ବିଜେଡିକୁ ହାଇଜାକ୍‌  କରୁଛି କିଏ ? ଦଳର ଧର୍ମ ନିରପେକ୍ଷତାକୁ ନେଇ ଉଠୁଛି ପ୍ରଶ୍ନ ? ୱାକଫ୍‌  ବିଲ୍‌ ସମର୍ଥନ ଆଳରେ ବିଜେଡି ମୁଣ୍ଡ ନୁଆଁଉଛି କି ? ବରିଷ୍ଠ ବିଜେଡି ନେତା ରାଜା ସ୍ୱାଇଁ ନବୀନଙ୍କ ଦଳର ସ୍ଥିତି ଓ ସଂଗଠନକୁ ନେଇ ଚିଠି ଲେଖିଛନ୍ତି ।

BJD Politics: ବିଜେଡିକୁ କିଏ କରୁଛି ହାଇଜାକ୍‌ ? ଭାଙ୍ଗିଗଲା ନବୀନଙ୍କ ନିଦ
Array