BJD: ବିଜେଡିରେ ବରିଷ୍ଠଙ୍କ ବିଦ୍ରୋହ ଆରମ୍ଭ

ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ନବୀନଙ୍କ ନାଲି ଆଖିକୁ ଡରି ନାହାନ୍ତି । ସିଧା ସିଧା ନବୀନଙ୍କୁ ଜବାବ ଦେଇଛନ୍ତି । ହୋଟେଲରେ ବିଜେଡି ନେତାଙ୍କ ମେଳି ପ୍ରସଙ୍ଗରେ ନବୀନ ଦେଇଥିବା ନିର୍ଦ୍ଦେଶକୁ ସେ ମାନିବାକୁ ନାରାଜ ।

BJD: ବିଜେଡିରେ ବରିଷ୍ଠଙ୍କ ବିଦ୍ରୋହ ଆରମ୍ଭ
Array