BJD ବୈଠକ PAC ଆଲୋଚନା ନେଇ ପ୍ରତିକ୍ରିୟା ଦେଲେ ନିରଞ୍ଜନ ପୂଜାରୀ।BJD Political Affairs Committee Meeting.

ବିଜେଡ଼ି ର ପ୍ରଥମ ରାଜନୈତିକ ବ୍ୟାପାର କମିଟି ବୈଠକ ଶେଷ। ବରିଷ୍ଠ ବିଧାୟକ ନିରଞ୍ଜନ ପୂଜାରୀ ଙ୍କ ପ୍ରତିକ୍ରିୟା। operation ସିନ୍ଦୂର ସଫଳତା ପାଇଁ ଭାରତୀୟ ସେନା କୁ ପ୍ରସଂଶା କଲା ବିଜେଡ଼ି। ଦଳ ସବୁ ସମୟରେ ଭାରତୀୟ ସେନା ଓ ଅନ୍ୟ ଏଜେନ୍ସି