BJP Odisha Training Camp 2023: ତିନି ଦିନିଆ ପ୍ରଶିକ୍ଷଣ ଶିବିର ଶେଷ, ଟିପ୍ସ ଦେଲେ ବିଜେପିର ଟପ୍ ଥ୍ରୀ
ଶେଷ ହୋଇଛି ବିଜେପିର ତିନି ଦିନିଆ ପ୍ରଶିକ୍ଷଣ ଶିବିର। ନୀତି, ନୈତିକତା ଏବଂ ଆଚରଣ ଉଚ୍ଚାରଣର ପାଠ ପଢିଲେ ବିଧାୟକ ଏବଂ ସାଂସଦ। ପୁରୀରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଶେଷ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଇଛନ୍ତି ବିଜେପି ସଂଗଠନର ଟପ୍ ଥ୍ରୀ ନେତୃତ୍ୱ।