Blood Group: ମହିଳାଙ୍କଠାରେ ବିରଳ ବ୍ଲଡ ଗ୍ରୁପ୍ , ହୃଦ୍ଘାତ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା
ପରିବାରର ପ୍ରାୟ ୨୦ ଜଣଙ୍କ ବ୍ଲଡ ନମୁନା ନିଆଯାଇଥିଲା, କିନ୍ତୁ କାହାର ବ୍ଲଡ ମହିଳାଙ୍କ ବ୍ଲଡ ନମୁନା ସହ ମେଳ ଖାଇଲା ନାହିଁ। ରୋଟାରୀ ବେଙ୍ଗାଲୁରୁ ଟିଟିକେ ବ୍ଲଡ୍ ସେଣ୍ଟରର ଡା. ଅଙ୍କିତ ମାଥୁର କହିଛନ୍ତି ଯେ ମହିଳାଙ୍କ ଅପରେସନ୍ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ବିନା ସଫଳତାର ସହ ଶେଷ ହୋଇଛି।