Man Dies By Suicide: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା

ମୋ ମରଶରୀରକୁ ପତ୍ନୀଙ୍କୁ ଛୁଇଁବାକୁ ଦେବନି । କୋର୍ଟ ବାହାର ନାଳରେ ଭସାଇଦେବ ମୋ ଅସ୍ଥି । ଜୀବନ ହାରିବା ପୂର୍ବରୁ ବେଙ୍ଗାଳୁରୁର AI ଇଞ୍ଜିନିୟର ୩୮ ବର୍ଷୀୟ ଅତୁଲ ସୁଭାଷ ଛାଡିଯାଇଛନ୍ତି ୨୪ ପୃଷ୍ଠାର ସୁସାଇଡ୍ ନୋଟ୍ ।

Man Dies By Suicide: ଜୀବନ ହାରିବା ଆଗରୁ ଯନ୍ତ୍ରଣାଭରା ବାର୍ତ୍ତା, ପତ୍ନୀ ଦେଉଥିଲେ ମାନସିକ ନିର୍ଯ୍ୟାତନା
Array