ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍ ହେଲା…
ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉକରି ବାସୀ ଓ ଦୂଷିତ ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରିବା ସହ ରେଷ୍ଟୁରାଣ୍ଟ ଗୁଡିକୁ ଯୋଉମୁଦ ଦେଇ ସିଲ କରିଛନ୍ତି । ପ୍ରଶାସନିକ ନିର୍ଦ୍ଧେଶ ନ ଆସିବା ପର୍ଯ୍ୟନ୍ତ ସିଲ ହୋଟେଲ ଖୋଲି ପରିବେନାହିଁ ବୋଲି କୁହାଯାଇଛି। ଏହି କ୍ରମରେ ବ୍ୟାସନଗର ନହକା ଗୋଲେଇ […] The post ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍ ହେଲା… appeared first on Dharitri Odia News.
ଯାଜପୁର,୧୪।୬: ଯାଜପୁର ରୋଡ଼ରେ ଜିଲା ପ୍ରଶାସନ ନିର୍ଦ୍ଦେଶରେ ଖାଦ୍ୟ ନିରାପତ୍ତା ବିଭାଗ ଓ ବ୍ୟାସନଗର ତହସିଲ ପ୍ରଶାସନ ପୌର ପ୍ରଶାସନର ଏକ ଟିମ୍ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉକରି ବାସୀ ଓ ଦୂଷିତ ଖାଦ୍ୟ ପଦାର୍ଥର ନମୁନା ସଂଗ୍ରହ କରିବା ସହ ରେଷ୍ଟୁରାଣ୍ଟ ଗୁଡିକୁ ଯୋଉମୁଦ ଦେଇ ସିଲ କରିଛନ୍ତି । ପ୍ରଶାସନିକ ନିର୍ଦ୍ଧେଶ ନ ଆସିବା ପର୍ଯ୍ୟନ୍ତ ସିଲ ହୋଟେଲ ଖୋଲି ପରିବେନାହିଁ ବୋଲି କୁହାଯାଇଛି। ଏହି କ୍ରମରେ ବ୍ୟାସନଗର ନହକା ଗୋଲେଇ ଛକରେ ଥିବା ରୟାଲ କଳିଙ୍ଗ, ଓଡି ୩୪କୁ ସିଲ କରାଯାଇଛ। ଦିନ ତମାମ ଅନ୍ୟ ସ୍ଥାନ ମାନଙ୍କରେ ଚଢ଼ାଉ ଜାରିରହିବ ବୋଲି ଜିଲା ଖାଦ୍ୟ ନିରକ୍ଷକ ରାକେଶ କୁମାର ସାହୁ କହିଛନ୍ତି। ଏହି ଟିମ୍ରେ ବ୍ୟାସନଗର ତହସିଲଦାର, ପୌର ନିର୍ବାହୀ ଅଧିକାରୀଙ୍କ ସମେତ ପୋଲିସ ସାମିଲ ଥିଲେ।
The post ଯାଜପୁରରେ ହୋଟେଲ, ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ସିଲ୍ ହେଲା… appeared first on Dharitri Odia News.