Blueprint Prepared In Jail: ଜେଲରେ ତିଆରି ହେଲା ବ୍ଲୁ ପ୍ରିଣ୍ଟ, ସାଙ୍ଗକୁ ଗୁଳିମାଡ଼ କରି କଲେ ଲୁଟ୍ ଉଦ୍ୟମ
ବିଭିନ୍ନ ଲୁଟ୍ ମାମଲାରେ ଗିରଫ ହୋଇ ଜେଲରେ ଥିଲେ । ଜେଲରେ ଦେଖାହେଲା ପରେ ଲୁଟେରାମାନେ ସାଙ୍ଗ ହୋଇଗଲେ । ବଢ଼ିଲା ଦୋସ୍ତି । ସାଥି ଲୁଟେରାଙ୍କ ସହ ମିଶି ଜେଲ୍ ଭିତରେ ତିଆରି କଲେ ବ୍ଲୁ ପ୍ରିଣ୍ଟ । ବାହାରକୁ ବାହାରିଲେ କେଉଁଠୁ ଆଣିବା ଟଙ୍କା, କାହାକୁ କରିବା ଲୁଟ୍ । କେବଳ ଟଙ୍କା ପାଇଁ ନିଜର ସାଙ୍ଗକୁ ଗୁଳିମାଡ଼ କରି ଟଙ୍କା ଲୁଟ୍ ପାଇଁ କରିଦେଲେ ଯୋଜନା ।