BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମେୟର ସୁଲୋଚନାଙ୍କ ସମେତ ବିଜେଡି ନେତାଙ୍କୁ ଉଠାଇନେଲା ପୋଲିସ
ଭୁବନେଶ୍ୱର,୩୦।୬:BMC ଅଫିସ୍ରେ ପଶି ଆକ୍ରମଣ ଘଟଣାରେ ଆନ୍ଦୋଳନ କରୁଥିବା ବିଜେଡି ନେତାଙ୍କୁ ପୋଲିସ ଉଠାଇ ନେଇଛି। BMC ମେୟର ସୁଲୋଚନାଦାସଙ୍କ ସମେତ ଅନ୍ୟମାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ ସତ୍ତ୍ବେ ମଧ୍ୟ ଅବରୋଧ ହଟିନାହିଁ। ଘଟଣାସ୍ଥଳରେ ପହଞ୍ଚିଲେ ୫ରୁ ଅଧିକ ବରିଷ୍ଠ ବିଜେଡି ନେତା ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଅଶୋକ ପଣ୍ଡା, ଅରୁଣ ସାହୁ, ଅତନୁ ନାୟକ […] The post BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମେୟର ସୁଲୋଚନାଙ୍କ ସମେତ ବିଜେଡି ନେତାଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୩୦।୬:BMC ଅଫିସ୍ରେ ପଶି ଆକ୍ରମଣ ଘଟଣାରେ ଆନ୍ଦୋଳନ କରୁଥିବା ବିଜେଡି ନେତାଙ୍କୁ ପୋଲିସ ଉଠାଇ ନେଇଛି। BMC ମେୟର ସୁଲୋଚନାଦାସଙ୍କ ସମେତ ଅନ୍ୟମାନଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
ତେବେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ ସତ୍ତ୍ବେ ମଧ୍ୟ ଅବରୋଧ ହଟିନାହିଁ। ଘଟଣାସ୍ଥଳରେ ପହଞ୍ଚିଲେ ୫ରୁ ଅଧିକ ବରିଷ୍ଠ ବିଜେଡି ନେତା ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଅଶୋକ ପଣ୍ଡା, ଅରୁଣ ସାହୁ, ଅତନୁ ନାୟକ ସଞ୍ଜୟ ଦାସବର୍ମା ଓ ଅନନ୍ତ ନାରାୟଣ ଜେନାପହଞ୍ଚିଥିଲେ। ୩ ଜଣଙ୍କୁ ଗିରଫ ପରେ ବି ଅବରୋଧ ହଟୁ ନଥିବାରୁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି।
Video: ଭୁବନେଶ୍ୱର ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ କଲେ ଦୁର୍ବୁତ୍ତ, ଭିଡିଓ ଭାଇରାଲ
The post BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ: ମେୟର ସୁଲୋଚନାଙ୍କ ସମେତ ବିଜେଡି ନେତାଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.