BMC କର୍ମଚାରୀ ମାଗଣା ମାଗୁଛନ୍ତି ୫ କିଲୋ ଫଳ, ଦେଲୁନୁ ବୋଲି ଭାଙ୍ଗିଦେଲା ଦୋକାନ ! BMC breaks fruit seller shop

BMC କର୍ମଚାରୀ ମାଗଣା ମାଗୁଛନ୍ତି ୫ କିଲୋ ଫଳ, ଦେଲୁନୁ ବୋଲି ଭାଙ୍ଗିଦେଲା ଦୋକାନ ! ଏଜି ଛକ ରୁ କଲ୍ପନା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ । ଉଠା ଦୋକାନୀଙ୍କ ଉପରେ BMC ଯୁଲୁମ ଏଜି ଛକ ରୁ କଳ୍ପନା ଯାଉଥିବା ରାସ୍ତା କୁ ଅବରୋଧ କରିଛନ୍ତି