Body of Missing 11-Year-Old Boy Found in Toilet Tank in Puri; Villagers Ransack Accused’s House
ଡେଲାଙ୍ଗ ଥାନା ରତନପୁର ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ସେହି ଗ୍ରାମର ଜଣଙ୍କ ଘର ପାଇଖାନା ଟାଙ୍କିରୁ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଅଭିଯୁକ୍ତର ଘରକୁ ଗାଁ ଲୋକେ ଭାଙ୍ଗି ଦେଉଛନ୍ତି ! #Puri #Delang #
ଡେଲାଙ୍ଗ ଥାନା ରତନପୁର ଗ୍ରାମର ନିଖୋଜ ୧୧ ବର୍ଷୀୟ ନାବାଳକ ଆଶୀର୍ବାଦ ସାହୁର ମୃତ ଦେହ ସେହି ଗ୍ରାମର ଜଣଙ୍କ ଘର ପାଇଖାନା ଟାଙ୍କିରୁ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଅଭିଯୁକ୍ତର ଘରକୁ ଗାଁ ଲୋକେ ଭାଙ୍ଗି ଦେଉଛନ୍ତି !
#Puri #Delang #