Bolangir Kangaroo Court: ଗୋ-ହତ୍ୟା ଅଭିଯୋଗରେ ବର୍ବର ଶାସ୍ତି; ବେକରେ ପଘା ପକାଇ ବୁଲାଇଲେ ଗାଁ ଲୋକେ 

ଆଧୁନିକ ଯୁଗରେ ମଧ୍ୟଯୁଗୀୟ ବର୍ବରତା। ବଲାଙ୍ଗିର ସଦରଥାନା ବାନିପାଲି ଗାଁରେ ଗୋ-ହତ୍ୟା ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କ ପ୍ରତି ବର୍ବର ଆଚରଣର ଭିଡିଓ ଭାଇରାଲ୍ ପରେ ସବୁଠି ଉଦବେଗ।

Bolangir Kangaroo Court: ଗୋ-ହତ୍ୟା ଅଭିଯୋଗରେ ବର୍ବର ଶାସ୍ତି; ବେକରେ ପଘା ପକାଇ ବୁଲାଇଲେ ଗାଁ ଲୋକେ 
Array