Bomb Blast: ଝଗଡ଼ା କଲା ସ୍ତ୍ରୀ, ଘରକୁ ବୋମାରେ ଉଡାଇଦେଲା ସ୍ୱାମୀ

ରାତିରେ ଝଗଡ଼ା କଲା ସ୍ତ୍ରୀ । ଦିନରେ ଘରେ ବୋମା ପକାଇଦେଲା ସ୍ୱାମୀ । ଉଡ଼ିଗଲା ତିନୋଟି ଘରର ଟିଣ ଛପର । କାନ୍ଥ ବି ତଳେ ଭୁଶୁଡ଼ି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ପାଖ ପଡୋଶୀ । ଦିଗପହଣ୍ଡି ଥାନା କୁଶପଡାରେ ଘଟିଛି ଏଭଳି ଘଟଣା ।

Bomb Blast: ଝଗଡ଼ା କଲା ସ୍ତ୍ରୀ, ଘରକୁ ବୋମାରେ ଉଡାଇଦେଲା ସ୍ୱାମୀ
Array