Man Dies : ମୃତ୍ୟୁ ବି ଏମିତି ଆସେ, ସବୁଦିନ ଭଳି ମଇଁଷି ଚରାଉଥିଲେ...ହଠାତ ଟ୍ରେନ୍ ଆସିବାରୁ ଜୋରରେ ଦୌଡ଼ିଥିଲେ

ଟ୍ରେନର ହର୍ଣ୍ଣ ଶୁଣିକି ଗୋପାଳ ମଇଁଷିଙ୍କୁ ଟ୍ରାକରୁ ହଟାଇବାକୁ ଯାଇଥିଲା । କିନ୍ତୁ ସେତେବେଳକୁ ଡେରି ହୋଇଯାଇଥିଲା । ମଇଁଷିଙ୍କୁ ବଞ୍ଚାଇବାକୁ ଯାଇ ଗୋପାଳ ଯାଦବ ଟ୍ରେନ୍ ସାମନାକୁ ଆସିଯାଇଥିଲେ ।

Man Dies : ମୃତ୍ୟୁ ବି ଏମିତି ଆସେ, ସବୁଦିନ ଭଳି ମଇଁଷି ଚରାଉଥିଲେ...ହଠାତ ଟ୍ରେନ୍ ଆସିବାରୁ ଜୋରରେ ଦୌଡ଼ିଥିଲେ
Array