ସିଲେକ୍ଟ କମିଟି ସଦସ୍ୟଙ୍କୁ ତାରିଫ୍ କଲେ ବୈଜୟନ୍ତ, ବାଚସ୍ପତିଙ୍କ ସହ ଉଠାଇଲେ ଗ୍ରୁପ ଫଟୋ

ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ବୈଜୟନ୍ତ କହିଛନ୍ତି, କମିଟି ଏକ ଦଳଗତ ମନୋଭାବ ସହିତ କାମ କରିଥିଲା । କୌଣସି ସମୟ ବୃଦ୍ଧି ନକରି ଏହି ବିଶାଳ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାରେ ଯେଉଁ କଠିନ ପରିଶ୍ରମ କରିଛନ୍ତି, ସେଥିପାଇଁ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି ବୈଜୟନ୍ତ ପଣ୍ଡା ।

ସିଲେକ୍ଟ କମିଟି ସଦସ୍ୟଙ୍କୁ ତାରିଫ୍ କଲେ ବୈଜୟନ୍ତ, ବାଚସ୍ପତିଙ୍କ ସହ ଉଠାଇଲେ ଗ୍ରୁପ ଫଟୋ
Array