Box Office Collection: ବକ୍ସ ଅଫିସରେ ଧମାକା କରୁଛି ୪ ଫିଲ୍ମ; ଜାଣନ୍ତୁ କିଏ ମାରିଲା ବାଜି
ଆମିର ଖାନଙ୍କ ଫିଲ୍ମ 'ସିତାରେ ଜମିନ୍ ପର' ସପ୍ତମ ଦିନରେ ମଧ୍ୟ ଭଲ ରୋଜଗାର କରିଛି। ସାଉଥ୍ ଫିଲ୍ମ 'କୁବେର' ମଧ୍ୟ ବକ୍ସ ଅଫିସରେ ନିଜର ଦବଦବା ବଜାୟ ରଖିଛି। କିନ୍ତୁ 'ହାଉସ୍ଫୁଲ୍ ୫'ର ରୋଜଗାର ବହୁତ ହ୍ରାସ ପାଇଛି।