Boycott: ଲିଗ ଭଳି ପାକ୍ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌କୁ ବୟକଟ, ପୂର୍ବରୁ ଓହରିଥିଲେ ସ୍ପନସର

WCLର ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। କିନ୍ତୁ ଭାରତୀୟ ଟିମର ଏକାଧିକ ଖେଳାଳି ପାକିସ୍ତାନ ସହ ମ୍ୟାଚ୍‌ ଖେଳିବାକୁ ମନା କରିଥିଲେ

Boycott: ଲିଗ ଭଳି ପାକ୍ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌କୁ ବୟକଟ, ପୂର୍ବରୁ ଓହରିଥିଲେ ସ୍ପନସର
Array