Breaking: IED ବ୍ଲାଷ୍ଟରେ ଯବାନ ଗୁରୁତର, ଆହତ ଯବାନଙ୍କୁ ରାୟପୁର ସ୍ଥାନାନ୍ତର
ମାଲକାନଗିରି: ଆଇଇଡି ବିସ୍ଫେରଣରେ ଜଣେ ଯବାନ ଆହତ । ଛତିଶଗଡ଼ ବିଜାପୁରରେ କୋବ୍ରା ବାହିନୀର କମ୍ବିଂ ଅପରେଶନ ବେଳେ ବିସ୍ଫୋରଣ । ଆହତ ଯବାନ ଅରୁଣ କୁମାର ଯାଦବ ରାୟପୁର ସ୍ଥାନାନ୍ତର । ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି କୋବ୍ରା ବାହିନୀ ପକ୍ଷରୁ କୋମ୍ବିଂ ଅପରେଶନ୍ ଆରମ୍ଭ କରାଯାଇଥିଲା ।

ମାଲକାନଗିରି: ଆଇଇଡି ବିସ୍ଫେରଣରେ ଜଣେ ଯବାନ ଆହତ ।
ଛତିଶଗଡ଼ ବିଜାପୁରରେ କୋବ୍ରା ବାହିନୀର କମ୍ବିଂ ଅପରେଶନ ବେଳେ ବିସ୍ଫୋରଣ ।
ଆହତ ଯବାନ ଅରୁଣ କୁମାର ଯାଦବ ରାୟପୁର ସ୍ଥାନାନ୍ତର । ଜଙ୍ଗଲରେ ମାଓବାଦୀଙ୍କ ଗତିବିଧିକୁ ଲକ୍ଷ୍ୟ କରି କୋବ୍ରା ବାହିନୀ ପକ୍ଷରୁ କୋମ୍ବିଂ ଅପରେଶନ୍ ଆରମ୍ଭ କରାଯାଇଥିଲା ।