Breaking: ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ, ରାଉରକେଲାରେ ଲଜ୍ଜା !

ରାଉରକେଲା: ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଷ୍କର୍ମ ଘଟଣା। ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକ। ବସ୍ ହେଲପର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ପରିବାର। ଘଟଣା ଘଟିଛି ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ। ଯାହାକି ଜିଲ୍ଲା ପାଇଁ ଏକ ଲଜ୍ଜାଦାୟକ ଘଟଣା। ୭ ବର୍ଷର ନାବାଳିକାକୁ ବି ଛାଡିଲେନି। ନିଜର କାମାନ୍ଧ ନିଶାକୁ ପୂରଣ କରିବା ପାଇଁ ଶେଷରେ ୭ […]

Breaking: ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ, ରାଉରକେଲାରେ ଲଜ୍ଜା !

ରାଉରକେଲା: ପୁଣି ସାମ୍ନାକୁ ଆସିଲା ଆଉ ଏକ ଦୁଷ୍କର୍ମ ଘଟଣା। ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ଥାନାର ଦ୍ୱାରସ୍ଥ ହେଲେ ପରିବାର ଲୋକ। ବସ୍ ହେଲପର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାର ପରିବାର।

ଘଟଣା ଘଟିଛି ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ। ଯାହାକି ଜିଲ୍ଲା ପାଇଁ ଏକ ଲଜ୍ଜାଦାୟକ ଘଟଣା। ୭ ବର୍ଷର ନାବାଳିକାକୁ ବି ଛାଡିଲେନି। ନିଜର କାମାନ୍ଧ ନିଶାକୁ ପୂରଣ କରିବା ପାଇଁ ଶେଷରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଦେଲେ।

ଘଟଣା ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଅଭିଯୋଗ ଅନୁସାରେ ଏକ ବସ୍ କଣ୍ଡକ୍ଟର ନାବାଳିକାକୁ ଦୁଷ୍କର୍ମ କରିଛି। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ୨ ଜଣଙ୍କୁ ଅଟକ ପଖି ପଚରାଉଚରା କରୁଛି।

ରାଉରକେଲାରେ ଲଜ୍ଜା। ରାଉରକେଲା ଚାନ୍ଦିପୋଷ ଥାନା ଅଞ୍ଚଳରେ ଲଜ୍ଜା। ୭ ବର୍ଷର ନାବାଳିକାକୁ ଉଠାଇ ନେଇ ଦୁଷ୍କର୍ମ ଅଭିଯୋଗ। ବସ୍ ହେଲପର ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ। ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା।