Breastfeeding: ବଲିଉଡ୍‌ ସୁନ୍ଦରୀ ଶେୟାର କଲେ ସ୍ତନ୍ୟପାନ ଫଟୋ; ଲୋକେ କହିଲେ ଗାଈ...

ଏହି ବଲିଉଡ୍‌ ସୁନ୍ଦରୀ ଫିଲ୍ମରେ ଅନେକ ଚମତ୍କାର ସିନ୍ ଦେଇଛନ୍ତି। କିନ୍ତୁ, ସେ ବାସ୍ତବ ଜୀବନରେ ମଧ୍ୟ କମ୍ ନଟୀ ନୁହଁନ୍ତି। ଯେତେବେଳେ ଅଭିନେତ୍ରୀଙ୍କ ସ୍ତନ୍ୟପାନ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍‌ ହେଲା ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ।

Breastfeeding: ବଲିଉଡ୍‌ ସୁନ୍ଦରୀ ଶେୟାର କଲେ ସ୍ତନ୍ୟପାନ ଫଟୋ; ଲୋକେ କହିଲେ ଗାଈ...
Array