Bumrah: ବ୍ୟାଟିଂ ଟ୍ରାକରେ ଚମକିଲେ ବୁମରା, ଇଂଲଣ୍ଡ ୩୮୭ରେ ସୀମିତ

ପ୍ରଥମ ସ୍ପେଲରେ ବୁମରା, ମହମ୍ମଦ ସିରାଜ ଓ ଗତ ମ୍ୟାଚର ହିରୋ ଆକାଶ ଦୀପ ୱିକେଟ ଶୂନ୍ୟ ରହିଥିଲେ। ତେବେ ନୀତିଶ ରେଡ୍ଡୀ ଦୁଇଟି ୱିକେଟ ନେଇ ଦଳକୁ ବ୍ରେକ ଥ୍ରୁ ପ୍ରଦାନ କରିଥିଲେ।

Bumrah: ବ୍ୟାଟିଂ ଟ୍ରାକରେ ଚମକିଲେ ବୁମରା, ଇଂଲଣ୍ଡ ୩୮୭ରେ ସୀମିତ
Array